or_tn/1co/11/13.md

868 B

Judge for yourselves

ଏହି ଘଟଣାକୁ ସ୍ଥାନୀୟ ପ୍ରଥା ଓ ତୁମ ଜାଣତରେ ମଣ୍ଡଳୀର ପ୍ରଚଳନ ଅନୁସାରେ ଏହି ବିଷୟର ବିଚାର କର

Is it proper for a woman to pray to God with her head uncovered?

ପାଉଲ ଆଶା କରନ୍ତି ଯେ କରିନ୍ଥୀୟମାନେ ତାଙ୍କ ସହିତ ଏକମତ ହେବେ । ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । “ଇଶ୍ବରକୁ ସମ୍ମାନ ଦେବା ପାଇଁ ଜଣେ ସ୍ତ୍ରୀ ପ୍ରାର୍ଥନା କରିବା ସମୟରେ ନିଜର ମସ୍ତକ ଆଚ୍ଛାଦନ କରିବା ଉଚିତ୍ ।” (ଦେଖ:rc://*/ta/man/translate/figs-activepassive)