or_tn/1co/11/08.md

4 lines
728 B
Markdown

# For man was not made from woman. Instead, woman was made from man
ଇଶ୍ବର ପୁରୁଷର ଗୋଟିଏ ଅସ୍ଥିକୁ ନେଇ ସେହି ଅସ୍ଥିରେ ସ୍ତ୍ରୀକୁ ସୃଷ୍ଟି କରିଛନ୍ତି । ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ପରମେଶ୍ବର ସ୍ତ୍ରୀଠାରୁ ପୁରୁଷକୁ ସୃଷ୍ଟି କରି ନାହାଁନ୍ତି । ବରଂ, ସେ ପୁରୁଷଠାରୁ ସ୍ତ୍ରୀକୁ ସୃଷ୍ଟି କରିଛନ୍ତି” (ଦେଖ:[[rc://*/ta/man/translate/figs-activepassive]])