or_tn/1co/11/07.md

816 B
Raw Permalink Blame History

should not have his head covered

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: ସାମ୍ଭାବ୍ୟ ଅର୍ଥଗୁଡିକ ୧) “ସେ ତାହାର ମସ୍ତକ ଆଚ୍ଛାଦନ କରିବା ଉଚିତ୍ ନୁହେଁ” ବା ) “ସେ ତାହାର ମସ୍ତକ ଆଚ୍ଛାଦନ କରିବା ଆବଶ୍ୟକ ନାହିଁ” (ଦେଖ:rc://*/ta/man/translate/figs-activepassive)

glory of the man

ଯେପରି ମନୁଷ୍ୟ ଇଶ୍ବରଙ୍କ ମହାନତାକୁ ପ୍ରକାଶ କରିଥାଏ, ସେପରି ସ୍ତ୍ରୀ ପୁରୁଷର ଚରିତ୍ରକୁ ପ୍ରକାଶ କରିଥାଏ ।