or_tn/1co/11/05.md

834 B
Raw Permalink Blame History

woman who prays ... dishonors her head

ସାମ୍ଭାବ୍ୟ ଅର୍ଥଗୁଡିକ ୧) “ଯେଉଁ ମହିଳା ନିଜ ଉପରକୁ ଅପମାନ ଆଣିଥାଏ” ବା ) ଯେଉଁ ସ୍ତ୍ରୀ ପ୍ରାର୍ଥନା କରେ ... ନିଜର ସ୍ବାମୀ ଉପରେ ଅପମାନ ଆଣିଥାଏ ।”

with her head uncovered

ଅର୍ଥାତ୍ ମସ୍ତକ ଉପରେ ପରିଧାନ କରୁଥିବା ବସ୍ତ୍ର ଯାହା ବାଳ ଓ କାନ୍ଧକୁ ଆଚ୍ଛାଦନ କରୁଥିଲା ।

as if her head were shaved

ସତେ ଯେମିତି ସେ ନିଜ ମସ୍ତକର ସମସ୍ତ ବାଳକୁ ଏକ କ୍ଷୁର ସାହାଯ୍ୟରେ ବାହାର କରିଦେଇଥିଲା