or_tn/1co/10/29.md

3.4 KiB
Raw Permalink Blame History

the conscience of the other man, I mean, and not yours

କେତେକ ଅନୁବାଦଗୁଡିକରେ ଏହି ଶବ୍ଦଗୁଡ଼ିକୁ ଏହାର ପୂର୍ବପଦର ଶବ୍ଦଗୁଡିକ ସହିତ ବନ୍ଧନୀ ମଧ୍ୟରେ ରଖାଯାଇଛି କାରଣ ୧) ଏଠାରେ “ତୁମ୍ଭମାନଙ୍କର” ଶବ୍ଦ ଏକବଚନ ଅଟେ, କିନ୍ତୁ ପାଉଲ ଏହି ବାକ୍ୟର ଠିକ୍ ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ବାକ୍ୟରେ ବହୁବଚନ ବ୍ୟବହାର କରିଛନ୍ତି, ଏବଂ ) ""ମୋହର ସ୍ବାଧୀନତା କାହିଁକି ଅନ୍ୟର ବିବେକ ଦ୍ବାରା ବିଚାରିତ ହୁଏ ?” ଏହି ପଦାଂଶଟି ପରବର୍ତ୍ତୀ ପଦାଂଶ ""ବିବେକଜନିତ କୌଣସି ପ୍ରଶ୍ନ ନ କରି ତୁମ୍ଭ ସମ୍ମୁଖରେ ଯାହା ରଖାଯାଉଛି ତାହା ଭୋଜନ କର"" ସହିତ ସମ୍ପୃକ୍ତ (୧ କରିନ୍ଥୀୟ ୧୦:୨୭) “ଅନ୍ୟ ବ୍ୟକ୍ତିର ବିବେକ"" ପରିବର୍ତ୍ତେ । (ଦେଖ:rc://*/ta/man/translate/figs-you)

and not yours

ପାଉଲ କରିନ୍ଥୀୟମାନଙ୍କ ସହିତ ଏପରି ଭାବେ କଥାବାର୍ତ୍ତା କରୁଛନ୍ତି ସତେ ଯେମିତି ସେମାନେ ଜଣେ ବ୍ୟକ୍ତି ଅଟନ୍ତି, ସେଥିପାଇଁ ଏଠାରେ “ତୁମ୍ଭେମାନେ” ଶବ୍ଦ ଏକବଚନ ଅଟେ । (ଦେଖ:rc://*/ta/man/translate/figs-you)

For why ... conscience?

ଏହି ପ୍ରଶ୍ନ ଏବଂ ଏହା ସହିତ ପରବର୍ତ୍ତୀ ପଦରେ ଥିବା ପ୍ରଶ୍ନର ସାମ୍ଭାବ୍ୟ ଅର୍ଥଗୁଡିକ ହେଉଛି ୧) “ପାଇଁ” ଶବ୍ଦ ୧କରିନ୍ଥୀୟ୧୦:୨୭କୁ ପୁନର୍ବାର ସୂଚିତ କରେ । ବିକଳ୍ପ ଅନୁବାଦ: “ମୁଁ ବିବେକର ପ୍ରଶ୍ନ ପଚାରୁନାହିଁ, ତେଣୁ କାହିଁକି ... ବିବେକ ?” ବା ) କରିନ୍ଥୀୟମାନେ ଯାହା ଭାବୁଥିଲେ ପାଉଲ ତାହା ଉଦ୍ଧୃତ କରୁଛନ୍ତି । ବିକଳ୍ପ ଅନୁବାଦ: “ଯେପରି ତୁମମାନଙ୍କ ମଧ୍ୟରୁ କେତେକ ଭାବୁଥାଇ ପାରନ୍ତି, କ’ଣ ପାଇଁ ... ବିବେକ ?”’

why should my freedom be judged by another's conscience?

ବକ୍ତା ଚାହେଁ ଯେ ଶୁଣିବା ଲୋକ ତାହାର ମନର ପ୍ରଶ୍ନର ଉତ୍ତର ନିଜେ ଦେଉ । ବିକଳ୍ପ ଅନୁବାଦ: “ମୁଁ ନ କହିଲେ ମଧ୍ୟ ତୁମ୍ଭେମାନେ ଜାଣିବା ଆବଶ୍ୟକ ଯେ ମୁଁ ଭୁଲ୍ କରୁଛି ବୋଲି କହିବାକୁ କେହି ସକ୍ଷମ ନ ହେଉ କେବଳ ଏଥିପାଇଁ ଯେ ସେହି ବ୍ୟକ୍ତିର ଭଲ ଓ ମନ୍ଦ ବିଷୟରେ ଚିନ୍ତାଧାରା ମୋହର ଚିନ୍ତାଧାରାଠାରୁ ଭିନ୍ନ ଅଟେ”(ଦେଖ:rc://*/ta/man/translate/figs-rquestion)