or_tn/1co/10/22.md

1.2 KiB

Or do we provoke the Lord to jealousy?

ପାଉଲ ଛାହୁଁଛନ୍ତି ଯେ କରିନ୍ଥୀୟମାନେ ତାଙ୍କ ମନରେ ଏହି ପ୍ରଶ୍ନର ଉତ୍ତର ଦିଅନ୍ତୁ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ ନ କହିଲେ ମଧ୍ୟ ତୁମ୍ଭେମାନେ ଜାଣିବା ଉଚିତ୍ ଯେ ପ୍ରଭୁଙ୍କୁ ବିରକ୍ତ କରିବା ଠିକ ନୁହେଁ ।”

provoke

କ୍ରୋଧ କରିବା ଏବଂ ବିରକ୍ତ କରିବା

Are we stronger than he is?

ପାଉଲ ଛାହୁଁଛନ୍ତି ଯେ କରିନ୍ଥୀୟମାନେ ତାଙ୍କ ମନରେ ଏହି ପ୍ରଶ୍ନର ଉତ୍ତର ଦିଅନ୍ତୁ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ ନ କହିଲେ ମଧ୍ୟ ତୁମ୍ଭେମାନେ ଜାଣିବା ଉଚିତ୍ ଯେ ଆମ୍ଭେମାନେ ଇଶ୍ବରଙ୍କଠାରୁ ବଳବାନ୍ ନୋହୁଁ ।” (ଦେଖ:rc://*/ta/man/translate/figs-rquestion)