or_tn/1co/10/18.md

697 B

Are not those who eat the sacrifices participants in the altar?

ପାଉଲ କରିନ୍ଥୀୟମାନଙ୍କୁ ତାହା ସ୍ମରଣ କରାଇ ଦେଉଛନ୍ତି ଯାହା ସେମାନେ ଆଗରୁ ଜାଣିଛନ୍ତି ଯେପରିକି ସେ ସେମାନଙ୍କୁ ନୂତନ ସୂଚନା ଦେଇପାରିବେ । ବିକଳ୍ପ ଅନୁବାଦ: “ ଯେଉଁମାନେ ବଳିଦାନ ଭୋଜନ କରନ୍ତି ସେମାନେ ବେଦୀର ଆଶୀର୍ବାଦ ଓ କ୍ରିୟାକଳାପରେ ଅଂଶୀ ହୁଅନ୍ତି” (ଦେଖ:rc://*/ta/man/translate/figs-rquestion)