or_tn/1co/10/14.md

1016 B

Connecting Statement:

ପ୍ରଭୁଭୋଜ, ଯାହା ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତର ନିଦର୍ଶନ ଅଟେ, ପାଉଲ ସେ ବିଷୟରେ କହୁଛନ୍ତି ପୁଣି ପବିତ୍ର ରହିବା ପାଇଁ ଓ ବ୍ୟଭିଚାର ତଥା ଅନୈତିକତାଠାରୁ ଦୂରରେ ରହିବା ପାଇଁ ସେମାନଙ୍କୁ ସ୍ମରଣ କରାଉଛନ୍ତି ।

run away from idolatry

ପାଉଲ ମୂର୍ତ୍ତିପୂଜା କରିବା ବିଷୟରେ କହନ୍ତି ସତେ ଯେମିତି ଏହା ଏକ ବିପଦପୂର୍ଣ୍ଣ ଭୌତିକ ପଶୁ ଅଟେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ମୂର୍ତ୍ତିପୂଜାଠାରୁ ଦୂରରେ ରହିବା ପାଇଁ ସବୁ ପ୍ରକାରେ ଚେଷ୍ଟାକର ” (ଦେଖ:rc://*/ta/man/translate/figs-metaphor)