or_tn/1co/09/24.md

2.5 KiB

Connecting Statement:

ପାଉଲ ସ୍ପଷ୍ଟ ରୂପରେ କହନ୍ତି ଯେ ସେ ନିଜକୁ ଶୃଙ୍ଖଳିତ କରିବା ପାଇଁ ଖ୍ରୀଷ୍ଟଙ୍କଠାରେ ଥିବା ତାଙ୍କର ସ୍ବତନ୍ତ୍ରତାକୁ ବ୍ୟବହାର କରନ୍ତି ।

Do you not know that in a race all the runners run the race, but that only one receives the prize?

ପାଉଲ କରିନ୍ଥୀୟମାନଙ୍କୁ ତାଙ୍କର ଜାଣିଥିବା ବିଷୟ ସ୍ମରଣ କରାଇ ଦେଉଛନ୍ତି ଯେପରିକି ସେ ନୂତନ ତଥ୍ୟ ଯୋଗ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦିଏ ଯେ ଯଦିଓ ସମସ୍ତେ ଦୌଡ ପ୍ରତିଯୋଗିତାରେ ଦୌଡିଥାଆନ୍ତି, କେବଳ ଜଣେ ପ୍ରତିଯୋଗୀ ପୁରସ୍କାର ଲାଭ କରିଥାଏ ।” (ଦେଖ:rc://*/ta/man/translate/figs-rquestion)

run the race

ପାଉଲ ଖ୍ରୀଷ୍ଟିୟ ଜୀବନ ଶୈଳିକୁ ଓ ଇଶ୍ବରଙ୍କ ନିମନ୍ତେ କରାଯାଉଥିବା କାର୍ଯ୍ୟକୁ ଗୋଟିଏ ଦୌଡ ପ୍ରତିଯୋଗିତା ସହିତ ଓ ଜଣେ ଖେଳାଳୀ ହେବା ସହିତ ତୁଳନା କରୁଛନ୍ତି । ଯେପରି ଦୌଡ ପ୍ରତିଯୋଗିତାରେ ହୋଇଥାଏ ସେହିପରି ଖ୍ରୀଷ୍ଟିୟାନ ଜୀବନ ଓ କାର୍ଯ୍ୟ ନିମନ୍ତେ ମଧ୍ୟ ଦୌଡାଳୀ ସକାଶେ ଦୃଢ ଶୃଙ୍ଖଳା ଆବଶ୍ୟକ, ଏବଂ ଏକ ଦୌଡ ପ୍ରତିଯୋଗିତା ପରି ଜଣେ ଖ୍ରୀଷ୍ଟିୟାନର ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରହିବା ଦରକାର । (ଦେଖ:rc://*/ta/man/translate/figs-metaphor)

run to win the prize

ଇଶ୍ବର ତାଙ୍କର ବିଶ୍ବାସଯୋଗ୍ୟ ଲୋକମାନଙ୍କୁ ଯେଉଁ ପୁରସ୍କାର ଦେବେ ପାଉଲ ସେବିଷୟରେ କହୁଛନ୍ତି ସତେ ଯେମିତି ତାହା ପ୍ରତିଯୋଗିତାରେ ଜଣେ ଖେଳାଳୀକୁ ଦିଆଯାଉଥିବା ପୁରସ୍କାର ଅଟେ । (ଦେଖ:rc://*/ta/man/translate/figs-metaphor)