or_tn/1co/09/09.md

999 B

Do not put

ମୋଶା ଇସ୍ରାଏଲମାନଙ୍କୁ ଏପ୍ରକାର କହୁଥିଲେ ସତେ ଯେମିତି ସେମାନେ ଜଣେ ବ୍ୟକ୍ତି ଅଟନ୍ତି, ତେଣୁ ଏହି ଆଜ୍ଞା ଏକବଚନରେ ଅଛି । (ଦେଖ:rc://*/ta/man/translate/figs-you)

Is it really the oxen that God cares about?

ପାଉଲ ଏକ ପ୍ରଶ୍ନ ପଚାରୁଛନ୍ତି ଯଦ୍ବାରା ସେ କ’ଣ କହୁଛନ୍ତି ତାହା ସେ ନ କହିବା ସତ୍ବେ କରିନ୍ଥୀୟମାନେ ଚିନ୍ତା କରିପାରିବେ I ବିକଳ୍ପ ଅନୁବାଦ: “ମୁଁ ନ କହିବା ସତ୍ବେ ତୁମ୍ଭେମାନେ ଜାଣିବା ଆବଶ୍ୟକ ଯେ ଇଶ୍ବର କେବଳ ବଳଦମାନଙ୍କର ଯତ୍ନ ନିଅନ୍ତି ନାହିଁ ।” (ଦେଖ:rc://*/ta/man/translate/figs-rquestion)