or_tn/1co/09/07.md

2.7 KiB

Who serves as a soldier at his own expense?

ପାଉଲ ଗୁରୁତ୍ବ ଦେବା ଉଦ୍ଦେଶ୍ୟରେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି ଯେ ସେ ଜାଣନ୍ତି ଯେ ସେ ଯାହା କହୁଛନ୍ତି ସେଥିରେ କରିନ୍ଥୀୟମାନେ ଏକମତ ଅଟନ୍ତି । ବିକଳ୍ପ ଅନୁବାଦ: “ଆମ୍ଭେମାନେ ସମସ୍ତେ ଜାଣିଛୁ ଯେ କୌଣସି ସୈନିକକୁ ନିଜର ଆବଶ୍ୟକ ଜିନିଷ କିଣିବାକୁ ପଡ଼ି ନଥାଏ ।” ବା “ଆମ୍ଭେମାନେ ସମସ୍ତେ ଜାଣିଛୁ ଯେ ପ୍ରତ୍ୟେକ ସୈନିକ ତାହାର ଆବଶ୍ୟକ ଜିନିଷ ସରକାରଙ୍କଠାରୁ ଗ୍ରହଣ କରିଥାଏ ।”(ଦେଖ:rc://*/ta/man/translate/figs-rquestion)

Who plants a vineyard and does not eat its fruit?

ପାଉଲ ଗୁରୁତ୍ବ ଦେବା ଉଦ୍ଦେଶ୍ୟରେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି ଯେ ସେ ଜାଣନ୍ତି ଯେ ସେ ଯାହା କହୁଛନ୍ତି ସେଥିରେ କରିନ୍ଥୀୟମାନେ ଏକମତ ଅଟନ୍ତି । ବିକଳ୍ପ ଅନୁବାଦ: “ଆମ୍ଭେମାନେ ସମସ୍ତେ ଜାଣିଛୁ ଯେ ଯେଉଁ ବ୍ୟକ୍ତି ଗୋଟିଏ ଅଙ୍ଗୁର ବଗିଚା ଲଗାଏ ସେ ସବୁବେଳେ ସେଥିରୁ ଫଳ ଖାଇବ ।” ବା “ଆମ୍ଭେମାନେ ସମସ୍ତେ ଜାଣିଛୁ ଯେ ଯେଉଁ ବ୍ୟକ୍ତି ଗୋଟିଏ ଅଙ୍ଗୁର ବଗିଚା ଲଗାଇଥାଏ ସେ ସେଥିରୁ ଫଳ ଖାଇବ ନାହିଁ ବୋଲି କେହି ଆଶା କରି ନଥାଏ ।” (ଦେଖ:rc://*/ta/man/translate/figs-rquestion)

Or who tends a flock and does not drink milk from it?

ପାଉଲ ଗୁରୁତ୍ବ ଦେବା ଉଦ୍ଦେଶ୍ୟରେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି ଯେ ସେ ଜାଣନ୍ତି ଯେ ସେ ଯାହା କହୁଛନ୍ତି ସେଥିରେ କରିନ୍ଥୀୟମାନେ ଏକମତ ଅଟନ୍ତି । ବିକଳ୍ପ ଅନୁବାଦ: “ଆମ୍ଭେମାନେ ସମସ୍ତେ ଜାଣିଛୁ ଯେ ଯେଉଁମାନେ ପଲ ଚରାଇଥାନ୍ତି ସେମାନେ ସେହି ପଲଠାରୁ ତାଙ୍କର ପେୟ ପାଇଥାନ୍ତି ।” (ଦେଖ:rc://*/ta/man/translate/figs-rquestion)