or_tn/1co/09/05.md

1.0 KiB

Do we not have the right to take along with us a wife who is a believer, as do the rest of the apostles, and the brothers of the Lord, and Cephas?

ପାଉଲ ଗୁରୁତ୍ବ ଦେବା ଉଦ୍ଦେଶ୍ୟରେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି ଯେ ସେ ଜାଣନ୍ତି ଯେ ସେ ଯାହା କହୁଛନ୍ତି ସେଥିରେ କରିନ୍ଥୀୟମାନେ ଏକମତ ଅଟନ୍ତି । ବିକଳ୍ପ ଅନୁବାଦ: “ଯଦି ଆମ୍ଭମାନଙ୍କର ବିଶ୍ବାସିନୀ ସ୍ତ୍ରୀ ଅଛନ୍ତି, ତେବେ ଆମ୍ଭେମାନେ ସେମାନଙ୍କୁ ନିଜ ସହିତ ନେବା ପାଇଁ ଅଧିକାର ଅଛି, ଯେମିତି ପ୍ରଭୁଙ୍କ ଭ୍ରାତୃଗଣ, କେଫା ଏବଂ ଅନ୍ୟ ପ୍ରେରିତମାନେ ସେମାନଙ୍କୁ ନେଇଯାଇଥାନ୍ତି ।”(ଦେଖ:rc://*/ta/man/translate/figs-rquestion)