or_tn/1co/09/04.md

878 B

Do we not have the right to eat and drink?

ପାଉଲ ଗୁରୁତ୍ବ ଦେବା ଉଦ୍ଦେଶ୍ୟରେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି ଯେ ସେ ଜାଣନ୍ତି ଯେ ସେ ଯାହା କହୁଛନ୍ତି ସେଥିରେ କରିନ୍ଥୀୟମାନେ ଏକମତ ଅଟନ୍ତି । ବିକଳ୍ପ ଅନୁବାଦ: “ମଣ୍ଡଳୀଗୁଡିକରୁ ଖାଦ୍ୟ ଏବଂ ପେୟ ପାଇବା ନିମନ୍ତେ ଆମ୍ଭମାନଙ୍କର ପୂର୍ଣ୍ଣ ଅଧିକାର ଅଛି”। (ଦେଖ:rc://*/ta/man/translate/figs-rquestion)

we

ଏଠାରେ “ଆମ୍ଭମାନଙ୍କୁ” ପାଉଲ ଏବଂ ବର୍ଣ୍ଣବାକୁ ଦର୍ଶାଏ । (ଦେଖ:rc://*/ta/man/translate/figs-exclusive)