or_tn/1co/09/02.md

706 B

you are the proof of my apostleship in the Lord

କୌଣସି ବିଷୟକୁ ପ୍ରମାଣ କରିବା ନିମନ୍ତେ ଆବଶ୍ୟକୀୟ ସାକ୍ଷୀ ଭାବରେ ପ୍ରମାଣ ଶବ୍ଦର ବ୍ୟବହାର କରାଯାଇଛି । ବିକଳ୍ପ ଅନୁବାଦ: “ପ୍ରଭୁ ଯେ ମତେ ପ୍ରେରିତ ହେବା ପାଇଁ ମନୋନୀତ କରିଅଛନ୍ତି ଏହା ପ୍ରମାଣ କରିବା ପାଇଁ ମୁଁ ତୁମ୍ଭମାନଙ୍କୁ ସାକ୍ଷୀ ଭାବରେ ବ୍ୟବହାର କରିପାରିବି” (ଦେଖ:rc://*/ta/man/translate/figs-metonymy)