or_tn/1co/08/10.md

600 B

sees you, who have

ପାଉଲ କରିନ୍ଥୀୟମାନଙ୍କୁ ଏଭଳି ଭାବରେ କହୁଛନ୍ତି ସତେ ଯେମିତି ସେମାନେ ଜଣେ ବ୍ୟକ୍ତି ଅଟନ୍ତି, ସେଥିପାଇଁ ଏହି ଶବ୍ଦଗୁଡିକ ଏକବଚନ ଅଟେ । (ଦେଖ:rc://*/ta/man/translate/figs-you)

his ... conscience

ସେ ଜାଣନ୍ତି ଯେ କେଉଟା ଠିକ ଓ କେଉଟା ଭୂଲ୍ ଅଟେ ।

emboldened to eat

ଖାଇବାକୁ ପ୍ରୋତ୍ସାହିତ ହେଲେ