or_tn/1co/08/08.md

1.8 KiB

food will not present us to God

ପାଉଲ ଖାଦ୍ୟ ବିଷୟରେ ଏଭଳି ଭାବରେ କହନ୍ତି ସତେ ଯେମିତି ତାହା ଜଣେ ବ୍ୟକ୍ତି ଅଟେ ଯିଏ କି ଇଶ୍ବରଙ୍କ ଦ୍ବାରା ଆମ୍ଭମାନଙ୍କର ସ୍ବାଗତ ହେବାକୁ ଦେବ । ବିକଳ୍ପ ଅନୁବାଦ: “ଖାଦ୍ୟ ଆମ୍ଭମାନଙ୍କୁ ଈଶ୍ବରଙ୍କ ଅନୁଗ୍ରହ ଦେଇ ନ ଥାଏ” ବା “ଆମ୍ଭେମାନେ ଯେଉଁ ଖାଦ୍ୟ ଖାଉ ତାହା ଈଶ୍ବରଙ୍କୁ ଆମ୍ଭମାନଙ୍କ ପ୍ରତି ସନ୍ତୁଷ୍ଟ ହେବାକୁ ଦେଇ ନ ଥାଏ” (ଦେଖ:rc://*/ta/man/translate/figs-personification)

We are not worse if we do not eat, nor better if we do eat it

ଏହାକୁ ସକରାତ୍ମକ ରୂପରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “କିଛି ଲୋକ ଏପ୍ରକାର ଭାବିପାରନ୍ତି ଯେ ଆମ୍ଭେମାନେ ଯଦି କିଛି ନିର୍ଦ୍ଧିଷ୍ଟ ଜିନିଷ ଖାଇବା ନାହିଁ ତେବେ ଇଶ୍ବର ଆମ୍ଭମାନଙ୍କୁ ଅଳ୍ପ ପ୍ରେମ କରିବେ । କିନ୍ତୁ ସେମାନେ ଭୂଲ ଭାବନ୍ତି । ପୁଣି ଯେଉଁମାନେ ଭାବନ୍ତି ଯେ ସେହି ଜିନିଷଗୁଡିକୁ ଖାଇବା ଦ୍ବାରା ଇଶ୍ବର ଆମ୍ଭମାନଙ୍କୁ ଅଧିକ ପ୍ରେମ କରନ୍ତି ସେମାନେ ମଧ୍ୟ ଭୂଲ ଅଟନ୍ତି । (ଦେଖ:rc://*/ta/man/translate/figs-doublenegatives)