or_tn/1co/08/04.md

8 lines
1.2 KiB
Markdown

# General Information:
ଆମ୍ଭେମାନେ ଏବଂ ""ଆମ୍ଭକୁ"" ଏଠାରେ ସବୁ ବିଶ୍ବାସୀମାନଙ୍କୁ ବୁଝାଏ ଓ ପାଉଲଙ୍କ ଶ୍ରୋତାମାନଙ୍କୁ ଅନ୍ତର୍ଭୁକ୍ତ କରେ । (ଦେଖ:[[rc://*/ta/man/translate/figs-inclusive]])
# We know that an idol in this world is nothing and that there is no God but one
ପାଉଲ ସମ୍ଭବତ କରିନ୍ଥୀୟମାନେ କହିଥିବା ବାକ୍ୟକୁ ଉର୍ଦ୍ଧୁତ କରୁଛନ୍ତି । “କିଛି ନୁହେଁ” କହିବାର ଅର୍ଥ ଶକ୍ତିବିହୀନ ହୋଇଥିବା । ବିକଳ୍ପ ଅନୁବାଦ: ""ଆମ୍ଭେମାନେ ସମସ୍ତେ ଜାଣୁ ଯେପରି ତୁମ୍ଭେମାନେ ନିଜେ କହିବାକୁ ଚାହୁଁଛ, ଯେ ଏହି ଜଗତରେ ଜଣେ ଦେବତାର କିଛିହିଁ ଶକ୍ତି ନାହିଁ ଏବଂ ଜଣେ ଇଶ୍ବରଙ୍କୁ ଛାଡି ଆଉ କୌଣସି ଇଶ୍ବର ନାହାଁନ୍ତି""(ଦେଖ:[[rc://*/ta/man/translate/figs-explicit]])