or_tn/1co/07/37.md

693 B

But if he is standing firm in his heart

ଏଠାରେ “ଦୃଢ ରହିବା” ରୂପକ ଅଟେ ଯାହାର ଅର୍ଥ ନିଶ୍ଚିତତାର ସହିତ ନିର୍ଣ୍ଣୟ ନେବା । ଏଠାରେ “ହୃଦୟ” ଏକ ସୂଚକ ଶବ୍ଦ ଅଟେ ଯାହା ଜଣେ ବ୍ୟକ୍ତିର ମନ ଓ ଭାବନାକୁ ପ୍ରକାଶ କରିଥାଏ । ବିକଳ୍ପ ଅନୁବାଦ: “କିନ୍ତୁ ଯଦି ସେ ତାହାର ମନରେ ଦୃଢ ସଂକଳ୍ପ କରିଥାଏ”(ଦେଖ:[[rc:///ta/man/translate/figs-metaphor]] ଏବଂ [[rc:///ta/man/translate/figs-metonymy]])