or_tn/1co/07/28.md

644 B

I want to spare you from this

“ଏହା” ଶବ୍ଦଟି ବିଭିନ୍ନ ପ୍ରକାର ସାଂସାରିକ ସମସ୍ୟାକୁ ବୁଝାଏ ଯାହା ବିବାହିତ ଲୋକମାନଙ୍କ ମଧ୍ୟରେ ଦେଖାଦେଇ ପାରେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଯେପରି ସାଂସାରିକ ସମସ୍ୟା ନ ହେବ ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି” (ଦେଖ:rc://*/ta/man/translate/figs-explicit)