or_tn/1co/07/01.md

2.6 KiB
Raw Permalink Blame History

Connecting Statement:

ପାଉଲ ବିଶ୍ବାସୀମାନଙ୍କୁ ବିବାହ ବିଷୟରେ କିଛି ନିର୍ଦ୍ଧିଷ୍ଟ ନିର୍ଦ୍ଦେଶ ଦେଉଛନ୍ତି ।

Now

ପାଉଲ ତାଙ୍କର ଶିକ୍ଷାରେ ଏକ ନୂତନ ବିଷୟର ପରିଚୟ କରାଉଛନ୍ତି ।

the issues you wrote about

କରିନ୍ଥୀୟମାନେ କିଛି ପ୍ରଶ୍ନର ଉତ୍ତର ପାଇବା ପାଇଁ ପାଉଲଙ୍କୁ ଏକ ପତ୍ର ଲେଖିଥିଲେ ।

It is good for a man not to touch a woman.

ସାମ୍ଭାବ୍ୟ ଅର୍ଥଗୁଡିକ ୧) କରିନ୍ଥୀୟମାନେ ଯାହା ଲେଖିଥିଲେ ତହିରୁ ପାଉଲ ଉର୍ଦ୍ଧୁତ କରୁଛନ୍ତି, ବିକଳ୍ପ ଅନୁବାଦ: ""ତୁମ୍ଭେମାନେ ଲେଖିଅଛ, ""ପୁରୁଷମାନେ ମହିଳାମାନଙ୍କୁ ନଛୁଇଁଵା ଭଲ । "" ବା ) ପାଉଲ ପ୍ରକୃତରେ ଯାହା ଭାବୁଛନ୍ତି ତାହା ସେ କହୁଛନ୍ତି । ବିକଳ୍ପ ଅନୁବାଦ: ""ମୋର ଉତ୍ତର ହଁ ହେବ, ପୁରୁଷମାନେ ମହିଳାମାନଙ୍କୁ ନଛୁଇଁବା ଭଲ ।

It is good

ଏହା ବହୁତ ସାହାଯ୍ୟକାରୀ ଅଟେ

for a man

ସାମ୍ଭାବ୍ୟ ଅର୍ଥଗୁଡିକ ୧) ""ପୁରୁଷ"" ଏକ ବିବାହିତ ମନୁଷ୍ୟକୁ ଦର୍ଶାଏ । ବିକଳ୍ପ ଅନୁବାଦ: ""ଏକ ସ୍ବାମୀ"" ବା ) ""ପୁରୁଷ"" ଯେକୌଣସି ପୁରୁଷକୁ ବୁଝାଏ ।

not to touch a woman

ସାମ୍ଭାବ୍ୟ ଅର୍ଥଗୁଡିକ ୧) ଯୌନ ସମ୍ପର୍କ କରିବା ନିମନ୍ତେ ଜଣେ ସ୍ତ୍ରୀକୁ ସ୍ପର୍ଶ କରିବା ଏକ ଶ୍ରୁତି ମଧୁର ଶବ୍ଦ ଅଟେ । ବିକଳ୍ପ ଅନୁବାଦ: ""ଅଳ୍ପ ସମୟ ପାଇଁ ନିଜର ପତ୍ନୀ ସହିତ ଯୌନ ସମ୍ପର୍କ ନରଖନ୍ତୁ"" ବା ) ""ଜଣେ ସ୍ତ୍ରୀକୁ ସ୍ପର୍ଶ କରିବା"" ବିବାହକୁ ସୂଚିତ କରୁଥିବା ଶବ୍ଦ ଅଟେ । ବିକଳ୍ପ ଅନୁବାଦ: ""ବିବାହ ନ କରନ୍ତୁ"" (ଦେଖ: [[rc:///ta/man/translate/figs-euphemism]] ଏବଂ [[rc:///ta/man/translate/figs-metonymy]] )