or_tn/1co/06/18.md

1.8 KiB
Raw Permalink Blame History

Run away from

ପାଉଲ ଯୌନ ସମ୍ପର୍କଗତ ପାପକୁ ଅଗ୍ରାହ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କ ବିଷୟରେ କହନ୍ତି, ଯେମିତି ସେହି ବ୍ୟକ୍ତି ବିପଦଠାରୁ ଦୂରକୁ ପଳାୟନ କରୁଛି । ବିକଳ୍ପ ଅନୁବାଦ: ""ତହିଁରୁ ପଳାୟନ କର"" (ଦେଖ: rc://*/ta/man/translate/figs-metaphor )

immorality! Every other sin that a person commits is outside the body, but

ସାମ୍ଭାବ୍ୟ ଅର୍ଥଗୁଡିକ ହେଉଛି ୧) ପାଉଲ ଏହା ଦେଖାଇ ଦେଉଛନ୍ତି ଯେ ଯୌନ ସମ୍ପର୍କଗତ ପାପ ଅତି ମନ୍ଦ ଅଟେ କାରଣ ଏହା କେବଳ ଅନ୍ୟମାନଙ୍କ ବିରୁଦ୍ଧରେ ନୁହେଁ, ମାତ୍ର ସେହି ପାପ କରୁଥିବା ବ୍ୟକ୍ତି ତାହା ନିଜ ଶରୀର ବିରୁଦ୍ଧରେ କରିଥାଏ । ବା ) କେତେକ କରିନ୍ଥୀୟମାନେ ଯାହା ଭାବୁଥିଲେ ତାହା ପାଉଲ ଉଦ୍ଧୃତ କରୁଛନ୍ତି । ବିକଳ୍ପ ଅନୁବାଦ: ""ଅନୈତିକତା ! ତୁମ୍ଭମାନଙ୍କ ମଧ୍ୟରୁ କେତେଜଣ କହୁଅଛ, ""ଜଣେ ବ୍ୟକ୍ତି କରୁଥିବା ପ୍ରତ୍ୟେକ ପାପ ତାହାର ଶରୀର ବାହାରେ ହୋଇଥାଏ, 'କିନ୍ତୁ ମୁଁ କହୁଛି ଯେ"" (ଦେଖ:rc://*/ta/man/translate/figs-explicit)

sin that a person commits

ଜଣେ ବ୍ୟକ୍ତି କରୁଥିବା ମନ୍ଦ କାର୍ଯ୍ୟ