or_tn/1co/06/15.md

2.4 KiB

Do you not know that your bodies are members of Christ?

ଅଙ୍ଗ"" ଶବ୍ଦଟି ଶରୀରର ଅଂଶକୁ ଦର୍ଶାଇବା ପାଇଁ ଅନୁବାଦିତ ହୋଇଛି । ଆମ୍ଭେମାନେ ଖ୍ରୀଷ୍ଟଙ୍କର ଅଟୁ କହିବାର ଅର୍ଥ ସତେ ଯେମିତି ଆମ୍ଭେମାନେ ତାହାଙ୍କ ଶରୀରର ଏକ ଏକ ଅଙ୍ଗ ଅଟୁ । ଆମ୍ଭେମାନେ ତାହାଙ୍କର ଏତେ ଘନିଷ୍ଠ ଅଟୁ ଯେ ଆମ୍ଭମାନଙ୍କ ଶରୀର ମଧ୍ୟ ତାହାଙ୍କର ଅଟେ । ଏହି ପ୍ରଶ୍ନ ବ୍ୟବହାର କରି ପାଉଲ ଲୋକମାନଙ୍କୁ ଏପରି କିଛି ସ୍ମରଣ କରାଇ ଦିଅନ୍ତି ଯାହା ସେମାନେ ଜ୍ଞାତ ହୋଇଥିବା ଉଚିତ୍ । ବିକଳ୍ପ ଅନୁବାଦ: ""ତୁମ୍ଭେମାନେ ଜାଣିବା ଆବଶ୍ୟକ ଯେ ତୁମ୍ଭମାନଙ୍କ ଶରୀର ଖ୍ରୀଷ୍ଟଙ୍କର ଅଟେ"" (ଦେଖ: [[rc:///ta/man/translate/figs-metaphor]] ଏବଂ [[rc:///ta/man/translate/figs-rquestion]] )

Shall I then take away the members of Christ and join them to a prostitute? May it not be!

ପାଉଲ ଏହି ପ୍ରଶ୍ନକୁ ବ୍ୟବହାର କରି ଏହି କଥାକୁ ଜୋର ଦେଇ କହନ୍ତି ଯେ ଯେଉଁମାନେ ଖ୍ରୀଷ୍ଟଙ୍କର ଅଟନ୍ତି ସେମାନେ ବେଶ୍ୟା ପାଖକୁ ଯିବା କେତେ ମନ୍ଦ ଅଟେ । ବିକଳ୍ପ ଅନୁବାଦ: ""ମୁଁ ଖ୍ରୀଷ୍ଟଙ୍କର ଅଂଶ ଅଟେ ।"" ମୁଁ ମୋର ଶରୀରକୁ ଘେନି ଗୋଟିଏ ବେଶ୍ୟା ସହିତ ଯୋଗ କରିବି ନାହିଁ !"" ବା ""ଆମ୍ଭେମାନେ ଖ୍ରୀଷ୍ଟଙ୍କ ଶରୀରର ଅଙ୍ଗ ଅଟୁ । ଆମ୍ଭେମାନେ ନିଜ ଶରୀରକୁ ନେଇ ବେଶ୍ୟାମାନଙ୍କ ସହିତ ଯୋଗ କରିବା ଉଚିତ୍ ନୁହେଁ!"" (ଦେଖ: rc://*/ta/man/translate/figs-rquestion )

May it not be!

ଏପରି କେବେ ମଧ୍ୟ ହେବା ଉଚିତ୍ ନୁହେଁ ! ବା ""ଆମ୍ଭେମାନେ କେବେ ମଧ୍ୟ ଏପରି କରିବା ଉଚିତ୍ ନୁହେଁ !