or_tn/1co/06/11.md

1.5 KiB

you have been cleansed

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଇଶ୍ବର ତୁମ୍ଭମାନଙ୍କୁ ଶୁଦ୍ଧ କରିଅଛନ୍ତି”(ଦେଖ:rc://*/ta/man/translate/figs-activepassive)

you have been sanctified

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଇଶ୍ବର ତୁମ୍ଭମାନଙ୍କୁ ତାହାଙ୍କ ପାଇଁ ଅଲଗା କରିଅଛନ୍ତି” (ଦେଖ:rc://*/ta/man/translate/figs-activepassive)

you have been made right with God

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଇଶ୍ବର ତୁମ୍ଭମାନଙ୍କୁ ତାହାଙ୍କ ସହିତ ଧାର୍ମିକ କରିଅଛନ୍ତି” (ଦେଖ:rc://*/ta/man/translate/figs-activepassive)

in the name of the Lord Jesus Christ

ଏଠାରେ ନାମ ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ଏବଂ ଅଧିକାରର ଏକ ରୂପକ ଅଟେ । ବିକଳ୍ପ ଅନୁବାଦ: ""ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ଏବଂ ଅଧିକାର ଦ୍ବାରା"" (ଦେଖ: rc://*/ta/man/translate/figs-metonymy )