or_tn/1co/06/07.md

776 B

is already a defeat

ତାହା ବିଫଳତା ହିଁ ଅଟେ

Why not rather suffer the wrong? Why not rather allow yourselves to be cheated?

ପାଉଲ କରିନ୍ଥୀୟମାନଙ୍କୁ ଲଜ୍ଜିତ କରିଚାଲିଛନ୍ତି । ବିକଳ୍ପ ଅନୁବାଦ: ""ଲୋକମାନେ ତୁମ୍ଭମାନଙ୍କ ସହିତ ମନ୍ଦ କରନ୍ତୁ ଓ ପ୍ରତାରଣା କରନ୍ତୁ, ଏହା ବରଂ ତୁମ୍ଭମାନଙ୍କ ନିମନ୍ତେ ଭଲ ହେବ କିନ୍ତୁ ତୁମ୍ଭେମାନେ ସେମାନଙ୍କୁ ଅଦାଲତକୁ ନେଇଯିବା ଠିକ୍ ନୁହେଁ ।"" (ଦେଖ: rc://*/ta/man/translate/figs-rquestion )