or_tn/1co/06/04.md

3.0 KiB
Raw Permalink Blame History

If then you have to make judgments that pertain to daily life, why do you lay such cases as these before those who have no standing in the church?

ସାମ୍ଭାବ୍ୟ ଅର୍ଥ ଗୁଡ଼ିକ ୧)ଏହା ଏକ ଆଳଙ୍କାରିକ ପ୍ରଶ୍ନ ଅଟେ ବା ) ଏହା ଏକ ବକ୍ତବ୍ୟ ଅଟେ, ""ଯେତେବେଳେ ତୁମ୍ଭେମାନେ ଅତୀତରେ ଏହି ଜୀବନ ନିମନ୍ତେ ଗୁରୁତ୍ବପୂର୍ଣ୍ଣ ମାମଲାଗୁଡିକର ସମାଧାନ କରିଅଛ, ତୁମ୍ଭେମାନେ ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ ଥିବା ବିବାଦଗୁଡିକୁ ଅବିଶ୍ବାସୀମାନଙ୍କ ଦ୍ବାରା ସମାଧାନ ନିମନ୍ତେ ସମର୍ପଣ କରିନାହଁ"" ବା ୩) ଏହା ଏକ ଅଦେଶ ଅଟେ । ଏହି ଜୀବନ ନିମନ୍ତେ ଯେଉଁ ମାମଲାଗୁଡିକ ଗୁରୁତ୍ବପୂର୍ଣ୍ଣ ସେଗୁଡିକୁ ତୁମ୍ଭେମାନେ ଯେତେବେଳେ ସମାଧାନ କରୁଅଛ, ତେବେ ତୁମ୍ଭେମାନେ ସମାଧାନ ନିମନ୍ତେ ମାମଲାଗୁଡିକ ସେହି ଲୋକମାନଙ୍କ ହାତରେ ମଧ୍ୟ ସମର୍ପଣ କରିବା ଉଚିତ୍ ଯେଉଁମାନଙ୍କର ମଣ୍ଡଳୀରେ ବିଶେଷ ସ୍ଥାନ ନାହିଁ"" (ଦେଖ: rc://*/ta/man/translate/figs-rquestion )

If then you have to make judgments that pertain to daily life

ଯଦି ତୁମ୍ଭମାନଙ୍କୁ ଦୈନିଦିନ ଜୀବନ ବିଷୟରେ ନିଷ୍ପତ୍ତି ନେବା ପାଇଁ କୁହାଯାଏ ବା "" ତୁମ୍ଭମାନଙ୍କୁ ଯଦି ଏହି ଜୀବନ ନିମନ୍ତେ ଗୁରୁତ୍ବପୂର୍ଣ୍ଣ ମାମଲାଗୁଡିକର ସମାଧାନ କରିବାକୁ ହେବ

why do you lay such cases as these before those who have no standing in the church?

ପାଉଲ କରିନ୍ଥୀୟମାନଙ୍କୁ ଭର୍ତ୍ସନା କରୁଅଛନ୍ତି ଯେ ସେମାନେ କେଉଁ ପ୍ରକାରେ ଏହି ବିଷୟଗୁଡିକର ସମାଧାନ କରୁଅଛନ୍ତି । ସାମ୍ଭାବ୍ୟ ଅର୍ଥ ଗୁଡିକ ୧) "" ଯେଉଁମାନେ ମଣ୍ଡଳୀର ବାହାରେ ଅଛନ୍ତି ସେମାନଙ୍କୁ ସେହି ପ୍ରକାର ମାମଲା ଦେବା ବନ୍ଦ କର । ) ତୁମ୍ଭେମାନେ ଏପରି ସମସ୍ୟାଗୁଡିକୁ ମଣ୍ଡଳୀର ସେହି ସଦସ୍ୟମାନଙ୍କୁ ଦେଇ ପାରିବ, ଯେଉଁମାନେ ଅନ୍ୟ ବିଶ୍ବାସୀମାନଙ୍କ ଦ୍ବାରା ସମ୍ମାନ ପାଆନ୍ତି ନାହିଁ ।"" (ଦେଖ: rc://*/ta/man/translate/figs-rquestion)