or_tn/1co/06/03.md

1.8 KiB

judge matters of this life

ଏହି ଜୀବନ ସମ୍ପର୍କୀତ ବିଷୟଗୁଡିକ ଉପରେ ତର୍କବିର୍ତକ କରିବା ବନ୍ଦ କର

Do you not know that we will judge the angels?

ପାଉଲ ଆର୍ଶ୍ଚଯ୍ୟ ହେଉଛନ୍ତି ଯେ ସେମାନେ ତାହା ଜାଣିଥିବା ପରି ଜଣା ପଡୁ ନାହାଁନ୍ତି । ବିକଳ୍ପ ଅନୁବାଦ: ""ତୁମ୍ଭେମାନେ ଜାଣ ଯେ ଆମ୍ଭେମାନେ ଦୂତମାନଙ୍କର ବିଚାର କରିବା""(ଦେଖ :rc://*/ta/man/translate/figs-rquestion )

we

ପାଉଲ ନିଜକୁ ଏବଂ କରିନ୍ଥୀୟମାନଙ୍କୁ ଅନ୍ତର୍ଭୁକ୍ତ କରୁଛନ୍ତି । (ଦେଖ: rc://*/ta/man/translate/figs-inclusive)

How much more, then, can we judge matters of this life?

ଯେହେତୁ ସେମାନଙ୍କୁ ପରେ ବୃହତ୍ତର ଦାୟିତ୍ବ ଦିଆଯିବ, ତେଣୁ ସେମାନେ ବର୍ତ୍ତମାନ ଅପେକ୍ଷାକୃତ କ୍ଷୁଦ୍ର ବିଷୟରେ ଦାୟିତ୍ବବାନ୍ ହେବା ଉଚିତ୍ । ବିକଳ୍ପ ଅନୁବାଦ: ""ଯେହେତୁ ଆମ୍ଭେମାନେ ଜାଣିଛୁ ଯେ ଆମ୍ଭେମାନେ ଦୁତମାନଙ୍କର ବିଚାର କରିବା, ତେଣୁ ଆମ୍ଭେମାନେ ଏହା ମଧ୍ୟ ନିଶ୍ଚିତ ଯେ ଇଶ୍ବର ଆମ୍ଭମାନଙ୍କୁ ଏହି ଜୀବନର ଘଟଣାଗୁଡିକୁ ବିଚାର କରିବା ପାଇଁ ମଧ୍ୟ ସକ୍ଷମ କରିବେ । "" (ଦେଖ: rc://*/ta/man/translate/figs-rquestion )