or_tn/1co/04/09.md

16 lines
1.8 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# God has put us apostles on display
ଜଗତ ଯେପରି ଦେଖି ପାରିବ ସେଥି ନିମନ୍ତେ ଈଶ୍ବର ଦୁଇ ପ୍ରକାରେ ତାଙ୍କର ପ୍ରେରିତମାନଙ୍କୁ ଏହି ଜଗତରେ ପ୍ରଦର୍ଶନ କରୁଅଛନ୍ତି । (ଦେଖ:[[rc://*/ta/man/translate/figs-parallelism]])
# has put us apostles on display
ରୋମୀୟ ସୈନିକମାନଙ୍କର ଶୋଭାଯାତ୍ରା ସମାପ୍ତ ହେବା ପରେ ବନ୍ଦୀ ମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବା ପୂର୍ବରୁ ଯେପରି ଅପମାନିତ କରାଯାଏ, ଇଶ୍ବର ପ୍ରେରିତମାନଙ୍କୁ ସେହି ପ୍ରକାରେ ପ୍ରଦଶର୍ନ କରୁଛନ୍ତି । (ଦେଖ:[[rc://*/ta/man/translate/figs-metaphor]])
# like men sentenced to death
ମୃତ୍ୟୁମୁଖରେ ସମର୍ପିତ ଲୋକମାନଙ୍କ ସଦୃଶ ଇଶ୍ବର ପ୍ରେରିତମାନଙ୍କୁ ପ୍ରଦର୍ଶନ କରିଅଛନ୍ତି । (ଦେଖ:[[rc://*/ta/man/translate/figs-metaphor]])
# to the world—to angels, and to human beings
ସାମ୍ଭାବ୍ୟ ଅର୍ଥଗୁଡିକ ହେଉଛି ୧) “ଜଗତ”ରେ ଉଭୟ ଆଲୌକିକ (“ସ୍ବର୍ଗଦୂତ”) ଏବଂ ପ୍ରାକୃତିକ (“ମନୁଷ୍ୟ”) ପ୍ରାଣୀ ରହିଛନ୍ତି ବା ) ତାଲିକାରେ ତିନୋଟି ବସ୍ତୁ ରହିଛି: “ଜଗତ ପାଇଁ, ସ୍ବର୍ଗଦୂତମାନଙ୍କ ପାଇଁ, ଏବଂ ମନୁଷ୍ୟମାନଙ୍କ ପାଇଁ ।” (ଦେଖ:[[rc://*/ta/man/translate/figs-merism]])