or_tn/1co/02/intro.md

12 lines
1.8 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ୧ କରିନ୍ଥୀୟ ପର୍ବ ସାଧାରଣ ଟିପ୍ପଣୀ
## ଗଠନ ପ୍ରଣାଳୀଏବଂ ରୂପରେଖା
କେତେକ ଅନୁବାଦଗୁଡିକରେ ପଠନକୁ ସହଜସାଧ୍ୟ କରିବା ନିମନ୍ତେ ପ୍ରତ୍ୟେକ ଧାଡ଼ିକୁ ମୂଳ ଲେଖାଠାରୁ ଅଲଗା କରି ଦୂର ଡାହାଣ ପଟେ ରଖାଯାଇଛି । ULTରେ ୯ ପଦ ଓ ୧୬ ପଦକୁ ଏପରି କରାଯାଇଛି ଯାହା ପୁରାତନ ନିୟମରୁ ଆନୀତ ।
## ଏହି ଅଧ୍ୟାୟର ବିଶେଷ ସିଦ୍ଧାନ୍ତଗୁଡିକ
### ଜ୍ଞାନ
ମନୁଷ୍ୟର ଜ୍ଞାନ ଓ ଈଶ୍ବରଙ୍କ ଜ୍ଞାନ ମଧ୍ୟରେ ଥିବା ପାର୍ଥକ୍ୟକୁ ଦର୍ଶାଇବା ନିମନ୍ତେ ପାଉଲ ପ୍ରଥମ ଅଧ୍ୟାୟରେ ଯେଉଁ ଆଲୋଚନା ଆରମ୍ଭ କରିଥିଲେ ତାହାକୁ ଜାରୀ ରଖୁଛନ୍ତି । ପାଉଲଙ୍କ ମତରେ, ଜ୍ଞାନ ସରଳ ବିଷୟ ଏବଂ ମନୁଷ୍ୟର ବିଚାର ମୁର୍ଖତାପୂର୍ଣ୍ଣ ହୋଇପାରେ । ସେ କହନ୍ତି ଯେ କେବଳ ପବିତ୍ର ଆତ୍ମାଙ୍କଠାରୁ ପ୍ରାପ୍ତ ଜ୍ଞାନ ହି ସତ୍ୟ ଜ୍ଞାନ ଅଟେ । ପୂର୍ବରୁ ଅଜ୍ଞାତ ରହିଥିବା ସତ୍ୟ ବିଷୟରେ ପାଉଲ “ଗୁପ୍ତ ଜ୍ଞାନ” ବାକ୍ୟାଂଶ ବ୍ୟବହାର କରିଛନ୍ତି(ଦେଖ:[[rc://*/tw/dict/bible/kt/wise]] ଏବଂ [[rc://*/tw/dict/bible/kt/foolish]])