1.5 KiB
1.5 KiB
what is low and despised
ଜଗତ ଯେଉଁମାନଙ୍କୁ ଅଗ୍ରାହ୍ୟ କରିଅଛି । ବିକଳ୍ପ ଅନୁବାଦ: “ଯେଉଁମାନେ ନମ୍ର ଓ ତୁଛୀକୃତ ହୋଇଅଛନ୍ତି”
things that are regarded as nothing
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯାହାକୁ ଲୋକମାନେ ସାଧାରଣତଃ ମୂଲ୍ୟହୀନ ବୋଲି ମନେ କରନ୍ତି” (ଦେଖ:rc://*/ta/man/translate/figs-activepassive)
nothing, to bring to nothing things that are held as valuable
କିଛିନୁହେଁ । ଲୋକମାନେ ଯାହାକୁ ବହୁତ ମୂଲ୍ୟବାନ ବୋଲି ମନେ କରନ୍ତି ତାହା ଯେ ପ୍ରକୃତରେ ମୂଲ୍ୟହୀନ ଏହା ପ୍ରକାଶ କରିବା ନିମନ୍ତେ ସେ ଏପରି କରିଅଛନ୍ତି
things that are held as valuable
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଲୋକମାନେ ଯେଉଁ ଜିନିଷକୁ ଆର୍ଥିକ ଭାବେ ମୂଲ୍ୟବାନ୍ ବୋଲି ଭାବନ୍ତି” ବା “ଲୋକମାନେ ଯେଉଁ ଜିନିଷକୁ ଗୌରବଜନକ ବୋଲି ଭାବନ୍ତି”