1.8 KiB
1.8 KiB
Where is the wise person? Where is the scholar? Where is the debater of this world?
ପାଉଲ ଗୁରୁତ୍ବ ଦେଇ କହନ୍ତି ଯେ ବାସ୍ତବ ଜ୍ଞାନୀ ଲୋକମାନେ କେଉଁଠି ମଧ୍ୟ ନାହାନ୍ତି । ବିକଳ୍ପ ଅନୁବାଦ: ସୁସମାଚାରର ଜ୍ଞାନର ତୁଳନାରେ ଜ୍ଞାନୀ ଲୋକ କେହି ନାହାଁନ୍ତି, ନା ବିଦ୍ବାନ, ନା ଯୁକ୍ତିକାରୀ !”(ଦେଖ:rc://*/ta/man/translate/figs-rquestion)
the scholar
ଏପରି ଜଣେ ବ୍ୟକ୍ତି ଯିଏକି ଗଭୀର ଅଧ୍ୟୟନ ଦ୍ବାରା ଜ୍ଞାନ ଅର୍ଜନ କରିଥିବା ବ୍ୟକ୍ତି ଭାବରେ ଜଣା ଯାଇଥାଏ ।
the debater
ଏପରି ଜଣେ ବ୍ୟକ୍ତି ଯିଏ କି ଯେଉଁ ବିଷୟରେ ତାହାର ଜ୍ଞାନ ଅଛି ସେହି ବିଷୟରେ ଯୁକ୍ତି କରେ ବା ସେହି ପ୍ରକାରର ଯୁକ୍ତି କରିବାରେ ନିପୁଣ ଅଟେ
Has not God turned the wisdom of the world into foolishness?
ଇଶ୍ବର ଏହି ଜଗତର ଜ୍ଞାନ ସହିତ କ’ଣ କରିଛନ୍ତି ତାହାକୁ ଗୁରୁତ୍ବ ଦେବା ପାଇଁ ପାଉଲ ଏହି ପ୍ରକାରର ପ୍ରଶ୍ନର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଇଶ୍ବର ପ୍ରକାଶ କରିଅଛନ୍ତି ଯେ ଯେଉଁ ସମସ୍ତ ବିଷୟକୁ ସେମାନେ ଜ୍ଞାନ ବୋଲି କହନ୍ତି ସେସମସ୍ତ ପ୍ରକୃତରେ ମୁର୍ଖତା ଅଟେ” (ଦେଖ:rc://*/ta/man/translate/figs-rquestion)