8 lines
1.1 KiB
Markdown
8 lines
1.1 KiB
Markdown
# Connecting Statement:
|
|
|
|
ସେମାନେ ତାହାଙ୍କର ଆଗମନକୁ ଅପେକ୍ଷା କରିଥିବା ବେଳେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସୀମାନଙ୍କର ସ୍ଥିତି ଓ ସହଭାଗିତା ବିଷୟରେ ପାଉଲ ବର୍ଣ୍ଣନା କରିଅଛନ୍ତି ।
|
|
|
|
# because of the grace of God that Christ Jesus gave to you
|
|
|
|
ପାଉଲ ଅନୁଗ୍ରହ ବିଷୟରେ ବର୍ଣ୍ଣନା କରି କହନ୍ତି ଯେ ତାହା ସତେ ଯେପରି ଏକ ଭୌତିକ ବସ୍ତୁ ଯାହା କି ଯୀଶୁ ଖ୍ରୀଷ୍ଟିୟାନମାନଙ୍କୁ ଉପହାର ସ୍ବରୂପେ ପ୍ରଦାନ କରିବେ। ବିକଳ୍ପ ଅନୁବାଦ: “କାରଣ ଯୀଶୁ ଖ୍ରୀଷ୍ଟ ଏହା ସମ୍ଭବ କରିଅଛନ୍ତି ଯେପରି ଈଶ୍ବର ତୁମ୍ଭମାନଙ୍କ ପ୍ରତି ଦୟାଭାବ ଦେଖାଇବେ”(ଦେଖ:[[rc://*/ta/man/translate/figs-metaphor]])
|