or_tn/rev/12/07.md

8 lines
1.0 KiB
Markdown
Raw Normal View History

2020-11-19 00:15:53 +00:00
# Now
ଯୋହନ ଆପଣା ଦର୍ଶନରେ ଆଉ କିଛି ଘଟୁଥିବା ବିଷୟକୁ କହିବା ନିମନ୍ତେ ଆପଣା ବିବରଣୀରେ ଏକ ପରିବର୍ତ୍ତନକୁ ଚିହ୍ନିତ କରିବା ନିମନ୍ତେ ଏହି ଶବ୍ଦ ବ୍ୟବହାର କରୁଛନ୍ତି I
# dragon
ଏହା ଏକ ଝିଟିପିଟି ସଦୃଶ ଏକ ପ୍ରକାଣ୍ଡ, ଭୟଙ୍କର ସରୀସୃପ ଥିଲା I ଯିହୂଦୀ ଲୋକମାନଙ୍କ ନିମନ୍ତେ ଏହା ମନ୍ଦତା ଓ ଅରାଜକତାର ନିଦର୍ଶନ ଅଟେ I ୯ ପଦରେ ସର୍ପକୁ “ଦିଆବଳ ବା ଶୟତାନ” ଭାବେ ମଧ୍ୟ କୁହାଯାଇଛି I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧୨:୩](../12/03.md)ରେ ଅନୁବାଦ କରିଅଛ I (ଦେଖ:[[rc://*/ta/man/translate/writing-symlanguage]])