# Now ଯୋହନ ଆପଣା ଦର୍ଶନରେ ଆଉ କିଛି ଘଟୁଥିବା ବିଷୟକୁ କହିବା ନିମନ୍ତେ ଆପଣା ବିବରଣୀରେ ଏକ ପରିବର୍ତ୍ତନକୁ ଚିହ୍ନିତ କରିବା ନିମନ୍ତେ ଏହି ଶବ୍ଦ ବ୍ୟବହାର କରୁଛନ୍ତି I # dragon ଏହା ଏକ ଝିଟିପିଟି ସଦୃଶ ଏକ ପ୍ରକାଣ୍ଡ, ଭୟଙ୍କର ସରୀସୃପ ଥିଲା I ଯିହୂଦୀ ଲୋକମାନଙ୍କ ନିମନ୍ତେ ଏହା ମନ୍ଦତା ଓ ଅରାଜକତାର ନିଦର୍ଶନ ଅଟେ I ୯ ପଦରେ ସର୍ପକୁ “ଦିଆବଳ ବା ଶୟତାନ” ଭାବେ ମଧ୍ୟ କୁହାଯାଇଛି I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧୨:୩](../12/03.md)ରେ ଅନୁବାଦ କରିଅଛ I (ଦେଖ:[[rc://*/ta/man/translate/writing-symlanguage]])