or_tn/mat/24/40.md

12 lines
945 B
Markdown
Raw Normal View History

2020-11-19 00:15:53 +00:00
# Connecting Statement:
ଯୀଶୁ ଶିଷ୍ୟମାନଙ୍କୁ ତାହାଙ୍କ ଆଗମନ ନିମନ୍ତେ ଜାଗ୍ରତ ରହିବା ନିମନ୍ତେ କହିବା ଆରମ୍ଭ କରୁଛନ୍ତି I
# Then
ଏହପରି ମନୁଷ୍ୟ ପୁତ୍ରଙ୍କର ଆଗମନ ହେବ I
# one will be taken, and one will be left
ସାମ୍ଭାବିତ ଅର୍ଥଗୁଡିକ ୧) ମନୁଷ୍ୟ ପୁତ୍ର ଜଣକୁ ସ୍ବର୍ଗକୁ ନେବେ ଓ ଅନ୍ୟଜଣକୁ ଛାଡି ପୃଥିବୀରେ ଦଣ୍ଡ ଭୋଗିବାକୁ ରଖିବେ କିମ୍ବା ) ଦୁତମାନେ ଜଣକୁ ଦଣ୍ଡ ପାଇବା ନିମନ୍ତେ ନେବେ ଓ ଅନ୍ୟ ଜଣକୁ ଆଶୀର୍ବାଦ ପାଇବାକୁ ଛାଡି ଦେବେ I (ଦେଖ: [[rc://*/ta/man/translate/figs-activepassive]])