# Connecting Statement: ଯୀଶୁ ଶିଷ୍ୟମାନଙ୍କୁ ତାହାଙ୍କ ଆଗମନ ନିମନ୍ତେ ଜାଗ୍ରତ ରହିବା ନିମନ୍ତେ କହିବା ଆରମ୍ଭ କରୁଛନ୍ତି I # Then ଏହପରି ମନୁଷ୍ୟ ପୁତ୍ରଙ୍କର ଆଗମନ ହେବ I # one will be taken, and one will be left ସାମ୍ଭାବିତ ଅର୍ଥଗୁଡିକ ୧) ମନୁଷ୍ୟ ପୁତ୍ର ଜଣକୁ ସ୍ବର୍ଗକୁ ନେବେ ଓ ଅନ୍ୟଜଣକୁ ଛାଡି ପୃଥିବୀରେ ଦଣ୍ଡ ଭୋଗିବାକୁ ରଖିବେ କିମ୍ବା ୨) ଦୁତମାନେ ଜଣକୁ ଦଣ୍ଡ ପାଇବା ନିମନ୍ତେ ନେବେ ଓ ଅନ୍ୟ ଜଣକୁ ଆଶୀର୍ବାଦ ପାଇବାକୁ ଛାଡି ଦେବେ I (ଦେଖ: [[rc://*/ta/man/translate/figs-activepassive]])