or_tn/act/27/27.md

16 lines
1.1 KiB
Markdown
Raw Normal View History

2020-11-19 00:15:53 +00:00
# Connecting Statement:
ଭୟଙ୍କର ଝଡ ଲାଗିରହୁଛି I
# When the fourteenth night had come
କ୍ରମସୂଚକ ସଂଖ୍ୟା “ଚତୁର୍ଦ୍ଦଶ”କୁ “ଚଉଦ” କିମ୍ବା “୧୪” ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଝଡ ଆରମ୍ଭ ହେବାର ୧୪ ଦିନ ପରେ, ସେହି ରାତ୍ରି” (ଦେଖ: [[rc://*/ta/man/translate/translate-ordinal]] ଓ [[rc://*/ta/man/translate/translate-numbers]])
# as we were driven this way and that
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପବନ ଆମ୍ଭମାନଙ୍କୁ ଇତଃସ୍ତତଃ ଚାଳିତ କରୁ କରୁ” (ଦେଖ: [[rc://*/ta/man/translate/figs-activepassive]])
# the Adriatic Sea
ଏହା ଇତାଲିଆ ଓ ଗ୍ରୀସ୍ ମଧ୍ୟରେ ଥିବା ସମୁଦ୍ର I (ଦେଖ: [[rc://*/ta/man/translate/translate-names]])