# Connecting Statement: ଭୟଙ୍କର ଝଡ ଲାଗିରହୁଛି I # When the fourteenth night had come କ୍ରମସୂଚକ ସଂଖ୍ୟା “ଚତୁର୍ଦ୍ଦଶ”କୁ “ଚଉଦ” କିମ୍ବା “୧୪” ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଝଡ ଆରମ୍ଭ ହେବାର ୧୪ ଦିନ ପରେ, ସେହି ରାତ୍ରି” (ଦେଖ: [[rc://*/ta/man/translate/translate-ordinal]] ଓ [[rc://*/ta/man/translate/translate-numbers]]) # as we were driven this way and that ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପବନ ଆମ୍ଭମାନଙ୍କୁ ଇତଃସ୍ତତଃ ଚାଳିତ କରୁ କରୁ” (ଦେଖ: [[rc://*/ta/man/translate/figs-activepassive]]) # the Adriatic Sea ଏହା ଇତାଲିଆ ଓ ଗ୍ରୀସ୍ ମଧ୍ୟରେ ଥିବା ସମୁଦ୍ର I (ଦେଖ: [[rc://*/ta/man/translate/translate-names]])