or_tn/act/05/05.md

4 lines
643 B
Markdown
Raw Normal View History

2020-11-19 00:15:53 +00:00
# fell down and breathed his last
ଏଠାରେ “ପ୍ରାଣ ତ୍ୟାଗ କଲେ”ର ଅର୍ଥ “ଶେଷ ନିଶ୍ବାସ ତ୍ୟାଗ କଲେ” ଓ ସେ ମରିଗଲେ ବୋଲି କହିବା ନିମନ୍ତେ ଏହା ଏକ ଶିଷ୍ଟାଚାର ଶୈଳୀ ଅଟେ I ହନନିୟ ପଡ଼ିଗଲେ କାରଣ ସେ ମରିଯାଇଥିଲେ; ପଡ଼ିଯିବାରୁ ସେ ମରିଯାଇ ନ ଥିଲେ I ବିକଳ୍ପ ଅନୁବାଦ: “ମଲେ ଓ ଭୂମିରେ ପଡ଼ିଗଲେ” (ଦେଖ: [[rc://*/ta/man/translate/figs-euphemism]])