# fell down and breathed his last ଏଠାରେ “ପ୍ରାଣ ତ୍ୟାଗ କଲେ”ର ଅର୍ଥ “ଶେଷ ନିଶ୍ବାସ ତ୍ୟାଗ କଲେ” ଓ ସେ ମରିଗଲେ ବୋଲି କହିବା ନିମନ୍ତେ ଏହା ଏକ ଶିଷ୍ଟାଚାର ଶୈଳୀ ଅଟେ I ହନନିୟ ପଡ଼ିଗଲେ କାରଣ ସେ ମରିଯାଇଥିଲେ; ପଡ଼ିଯିବାରୁ ସେ ମରିଯାଇ ନ ଥିଲେ I ବିକଳ୍ପ ଅନୁବାଦ: “ମଲେ ଓ ଭୂମିରେ ପଡ଼ିଗଲେ” (ଦେଖ: [[rc://*/ta/man/translate/figs-euphemism]])