16 lines
1.8 KiB
Markdown
16 lines
1.8 KiB
Markdown
|
# God has put us apostles on display
|
|||
|
|
|||
|
ଜଗତ ଯେପରି ଦେଖି ପାରିବ ସେଥି ନିମନ୍ତେ ଈଶ୍ବର ଦୁଇ ପ୍ରକାରେ ତାଙ୍କର ପ୍ରେରିତମାନଙ୍କୁ ଏହି ଜଗତରେ ପ୍ରଦର୍ଶନ କରୁଅଛନ୍ତି । (ଦେଖ:[[rc://*/ta/man/translate/figs-parallelism]])
|
|||
|
|
|||
|
# has put us apostles on display
|
|||
|
|
|||
|
ରୋମୀୟ ସୈନିକମାନଙ୍କର ଶୋଭାଯାତ୍ରା ସମାପ୍ତ ହେବା ପରେ ବନ୍ଦୀ ମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବା ପୂର୍ବରୁ ଯେପରି ଅପମାନିତ କରାଯାଏ, ଇଶ୍ବର ପ୍ରେରିତମାନଙ୍କୁ ସେହି ପ୍ରକାରେ ପ୍ରଦଶର୍ନ କରୁଛନ୍ତି । (ଦେଖ:[[rc://*/ta/man/translate/figs-metaphor]])
|
|||
|
|
|||
|
# like men sentenced to death
|
|||
|
|
|||
|
ମୃତ୍ୟୁମୁଖରେ ସମର୍ପିତ ଲୋକମାନଙ୍କ ସଦୃଶ ଇଶ୍ବର ପ୍ରେରିତମାନଙ୍କୁ ପ୍ରଦର୍ଶନ କରିଅଛନ୍ତି । (ଦେଖ:[[rc://*/ta/man/translate/figs-metaphor]])
|
|||
|
|
|||
|
# to the world—to angels, and to human beings
|
|||
|
|
|||
|
ସାମ୍ଭାବ୍ୟ ଅର୍ଥଗୁଡିକ ହେଉଛି ୧) “ଜଗତ”ରେ ଉଭୟ ଆଲୌକିକ (“ସ୍ବର୍ଗଦୂତ”) ଏବଂ ପ୍ରାକୃତିକ (“ମନୁଷ୍ୟ”) ପ୍ରାଣୀ ରହିଛନ୍ତି ବା ୨) ତାଲିକାରେ ତିନୋଟି ବସ୍ତୁ ରହିଛି: “ଜଗତ ପାଇଁ, ସ୍ବର୍ଗଦୂତମାନଙ୍କ ପାଇଁ, ଏବଂ ମନୁଷ୍ୟମାନଙ୍କ ପାଇଁ ।” (ଦେଖ:[[rc://*/ta/man/translate/figs-merism]])
|