# God has put us apostles on display ଜଗତ ଯେପରି ଦେଖି ପାରିବ ସେଥି ନିମନ୍ତେ ଈଶ୍ବର ଦୁଇ ପ୍ରକାରେ ତାଙ୍କର ପ୍ରେରିତମାନଙ୍କୁ ଏହି ଜଗତରେ ପ୍ରଦର୍ଶନ କରୁଅଛନ୍ତି । (ଦେଖ:[[rc://*/ta/man/translate/figs-parallelism]]) # has put us apostles on display ରୋମୀୟ ସୈନିକମାନଙ୍କର ଶୋଭାଯାତ୍ରା ସମାପ୍ତ ହେବା ପରେ ବନ୍ଦୀ ମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବା ପୂର୍ବରୁ ଯେପରି ଅପମାନିତ କରାଯାଏ, ଇଶ୍ବର ପ୍ରେରିତମାନଙ୍କୁ ସେହି ପ୍ରକାରେ ପ୍ରଦଶର୍ନ କରୁଛନ୍ତି । (ଦେଖ:[[rc://*/ta/man/translate/figs-metaphor]]) # like men sentenced to death ମୃତ୍ୟୁମୁଖରେ ସମର୍ପିତ ଲୋକମାନଙ୍କ ସଦୃଶ ଇଶ୍ବର ପ୍ରେରିତମାନଙ୍କୁ ପ୍ରଦର୍ଶନ କରିଅଛନ୍ତି । (ଦେଖ:[[rc://*/ta/man/translate/figs-metaphor]]) # to the world—to angels, and to human beings ସାମ୍ଭାବ୍ୟ ଅର୍ଥଗୁଡିକ ହେଉଛି ୧) “ଜଗତ”ରେ ଉଭୟ ଆଲୌକିକ (“ସ୍ବର୍ଗଦୂତ”) ଏବଂ ପ୍ରାକୃତିକ (“ମନୁଷ୍ୟ”) ପ୍ରାଣୀ ରହିଛନ୍ତି ବା ୨) ତାଲିକାରେ ତିନୋଟି ବସ୍ତୁ ରହିଛି: “ଜଗତ ପାଇଁ, ସ୍ବର୍ଗଦୂତମାନଙ୍କ ପାଇଁ, ଏବଂ ମନୁଷ୍ୟମାନଙ୍କ ପାଇଁ ।” (ଦେଖ:[[rc://*/ta/man/translate/figs-merism]])