or_tn/1co/03/08.md

12 lines
832 B
Markdown
Raw Normal View History

2020-11-19 00:15:53 +00:00
# he who plants and he who waters are one
ପାଉଲ ଲୋକମାନଙ୍କୁ ସୁସମାଚାର ଶୁଣାଇବା ଓ ଗ୍ରହଣ କରିଥିବା ଲୋକମାନଙ୍କୁ ଶିକ୍ଷା ଦେବା ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ଚାରା ରୋପଣ ଓ ଜଳସେଚନ କରୁଥିଲେ । (ଦେଖ:[[rc://*/ta/man/translate/figs-metaphor]])
# are one
ସାମ୍ଭାବ୍ୟ ଅର୍ଥ ଗୁଡିକ “ଏକ” ୧) “ଏକ ଉଦ୍ଦେଶ୍ୟ ନିମନ୍ତେ ଏକତାବଦ୍ଧ” ବା )”ଗୁରୁତ୍ବରେ ସମାନ”
# wages
ଜଣେ କର୍ମୀ ତାହାର କାର୍ଯ୍ୟ ପାଇଁ ପାଉଥିବା ଅର୍ଥର ପରିମାଣ