# he who plants and he who waters are one ପାଉଲ ଲୋକମାନଙ୍କୁ ସୁସମାଚାର ଶୁଣାଇବା ଓ ଗ୍ରହଣ କରିଥିବା ଲୋକମାନଙ୍କୁ ଶିକ୍ଷା ଦେବା ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ଚାରା ରୋପଣ ଓ ଜଳସେଚନ କରୁଥିଲେ । (ଦେଖ:[[rc://*/ta/man/translate/figs-metaphor]]) # are one ସାମ୍ଭାବ୍ୟ ଅର୍ଥ ଗୁଡିକ “ଏକ” ୧) “ଏକ ଉଦ୍ଦେଶ୍ୟ ନିମନ୍ତେ ଏକତାବଦ୍ଧ” ବା ୨)”ଗୁରୁତ୍ବରେ ସମାନ” # wages ଜଣେ କର୍ମୀ ତାହାର କାର୍ଯ୍ୟ ପାଇଁ ପାଉଥିବା ଅର୍ଥର ପରିମାଣ