or_tn/tit/02/01.md

12 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପାଉଲ ତୀତସଙ୍କୁ ଈଶ୍ବରଙ୍କ ବାକ୍ୟ ପ୍ରଚାର କରିବାର କାରଣ ଦେଉଛନ୍ତି ଓ ବୟୋଧିକ ପୁରୁଷମାନେ, ବୟୋଧିକା ସ୍ତ୍ରୀମାନେ, ଯୁବାମାନେ ଓ ଦାସ କି ସେବକମାନେ ବିଶ୍ବାସୀଭାବରେ କିପରି ଜୀବନ କାଟିବା ଉଚିତ, ତାହା ବୁଝାଉଛନ୍ତି I
# But you, speak what fits
ପାଉଲ ଏହାର ବିପରୀତ ବିଷୟକୁ ସୂଚାଉଛନ୍ତି I ବିକଳ୍ପ ଅନୁବାଦ: “କିନ୍ତୁ ତୁମ୍ଭେ, ହେ ତୀତସ୍, ଭଣ୍ଡ ଶିକ୍ଷକମାନଙ୍କ ବିପରୀତରେ, ଉପଯୁକ୍ତ ବିଷୟ କହିବାକୁ ନିଶ୍ଚିତ ହୁଅ” (ଦେଖ: [[rc://*/ta/man/translate/figs-explicit]])
# with faithful instruction
ହିତଜନକ ଶିକ୍ଷା ସହ କିମ୍ବା “ସଠିକ୍ ଶିକ୍ଷା ସହ”