# Connecting Statement: ପାଉଲ ତୀତସଙ୍କୁ ଈଶ୍ବରଙ୍କ ବାକ୍ୟ ପ୍ରଚାର କରିବାର କାରଣ ଦେଉଛନ୍ତି ଓ ବୟୋଧିକ ପୁରୁଷମାନେ, ବୟୋଧିକା ସ୍ତ୍ରୀମାନେ, ଯୁବାମାନେ ଓ ଦାସ କି ସେବକମାନେ ବିଶ୍ବାସୀଭାବରେ କିପରି ଜୀବନ କାଟିବା ଉଚିତ, ତାହା ବୁଝାଉଛନ୍ତି I # But you, speak what fits ପାଉଲ ଏହାର ବିପରୀତ ବିଷୟକୁ ସୂଚାଉଛନ୍ତି I ବିକଳ୍ପ ଅନୁବାଦ: “କିନ୍ତୁ ତୁମ୍ଭେ, ହେ ତୀତସ୍, ଭଣ୍ଡ ଶିକ୍ଷକମାନଙ୍କ ବିପରୀତରେ, ଉପଯୁକ୍ତ ବିଷୟ କହିବାକୁ ନିଶ୍ଚିତ ହୁଅ” (ଦେଖ: [[rc://*/ta/man/translate/figs-explicit]]) # with faithful instruction ହିତଜନକ ଶିକ୍ଷା ସହ କିମ୍ବା “ସଠିକ୍ ଶିକ୍ଷା ସହ”