or_tn/tit/01/07.md

16 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# overseer
ସେହି ସମାନ ଆତ୍ମିକ ନେତୃତ୍ବ ପଦପାଇଁ ଏହା ଆଉ ଗୋଟିଏ ନାମ, ଯାହାକୁ ପାଉଲ ୧:୬ରେ “ପ୍ରାଚୀନ” ବୋଲି ଉଲ୍ଲେଖ କରୁଛନ୍ତି I
# God's household manager
ପାଉଲ ମଣ୍ଡଳୀ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଈଶ୍ବରଙ୍କ ପରିବାର ଓ ଅଧ୍ୟକ୍ଷଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେ ସେହି ପରିବାରର ପରିଚାଳନା ଦାୟିତ୍ବରେ ଥିବା ଜଣେ ସେବକ ଅଟନ୍ତି I (ଦେଖ: [[rc://*/ta/man/translate/figs-metaphor]])
# not addicted to wine
ଜଣେ ମଦ୍ୟପାୟୀ ନୁହନ୍ତି କିମ୍ବା “ଯେ ଅଧିକ ମଦ୍ୟପାନ କରିବା ଲୋକ ନୁହଁ”
# not a brawler
ଆଶୁକ୍ରୋଧୀ ନୁହନ୍ତି କିମ୍ବା “ବିବାଦପ୍ରିୟ ନୁହନ୍ତି”