# overseer ସେହି ସମାନ ଆତ୍ମିକ ନେତୃତ୍ବ ପଦପାଇଁ ଏହା ଆଉ ଗୋଟିଏ ନାମ, ଯାହାକୁ ପାଉଲ ୧:୬ରେ “ପ୍ରାଚୀନ” ବୋଲି ଉଲ୍ଲେଖ କରୁଛନ୍ତି I # God's household manager ପାଉଲ ମଣ୍ଡଳୀ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଈଶ୍ବରଙ୍କ ପରିବାର ଓ ଅଧ୍ୟକ୍ଷଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେ ସେହି ପରିବାରର ପରିଚାଳନା ଦାୟିତ୍ବରେ ଥିବା ଜଣେ ସେବକ ଅଟନ୍ତି I (ଦେଖ: [[rc://*/ta/man/translate/figs-metaphor]]) # not addicted to wine ଜଣେ ମଦ୍ୟପାୟୀ ନୁହନ୍ତି କିମ୍ବା “ଯେ ଅଧିକ ମଦ୍ୟପାନ କରିବା ଲୋକ ନୁହଁ” # not a brawler ଆଶୁକ୍ରୋଧୀ ନୁହନ୍ତି କିମ୍ବା “ବିବାଦପ୍ରିୟ ନୁହନ୍ତି”