or_tn/rom/16/19.md

8 lines
809 B
Markdown
Raw Permalink Normal View History

2020-11-19 00:15:53 +00:00
# For your obedience reaches everyone
ଏଠାରେ ପାଉଲ ରୋମର ବିଶ୍ବାସୀମାନଙ୍କ ଆଜ୍ଞାକାରିତା ବିଷୟରେ କହନ୍ତି ଯେ, ସତେ ଯେପରି ତାହା ଜଣେ ବ୍ୟକ୍ତି, ଯେ କି ଅନ୍ୟ ଲୋକମାନଙ୍କ ପାଖକୁ ଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ସମସ୍ତେ ଶୁଣିଅଛନ୍ତି ଯେ ତୁମ୍ଭେମାନେ କିପରି ଯୀଶୁଙ୍କର ଆଜ୍ଞକାରୀ ହୋଇଅଛ” (ଦେଖ:[[rc://*/ta/man/translate/figs-personification]])
# innocent to that which is evil
ମନ୍ଦ କାର୍ଯ୍ୟ କରିବାରେ ସମ୍ପୃକ୍ତ ନୁହନ୍ତି