# For your obedience reaches everyone ଏଠାରେ ପାଉଲ ରୋମର ବିଶ୍ବାସୀମାନଙ୍କ ଆଜ୍ଞାକାରିତା ବିଷୟରେ କହନ୍ତି ଯେ, ସତେ ଯେପରି ତାହା ଜଣେ ବ୍ୟକ୍ତି, ଯେ କି ଅନ୍ୟ ଲୋକମାନଙ୍କ ପାଖକୁ ଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ସମସ୍ତେ ଶୁଣିଅଛନ୍ତି ଯେ ତୁମ୍ଭେମାନେ କିପରି ଯୀଶୁଙ୍କର ଆଜ୍ଞକାରୀ ହୋଇଅଛ” (ଦେଖ:[[rc://*/ta/man/translate/figs-personification]]) # innocent to that which is evil ମନ୍ଦ କାର୍ଯ୍ୟ କରିବାରେ ସମ୍ପୃକ୍ତ ନୁହନ୍ତି