or_tn/rom/16/02.md

16 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# you may receive her in the Lord
ଫୈବୀକୁ ସେମାନଙ୍କର ଏକ ସାଥୀ ବିଶ୍ବାସୀ ରୂପେ ଗ୍ରହଣ କରିବା ନିମନ୍ତେ, ପାଉଲ ରୋମର ବିଶ୍ବାସୀମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତାହାକୁ ସ୍ବାଗତ କର, ଯେହେତୁ ଆମ୍ଭେମାନେ ସମସ୍ତେ ପ୍ରଭୁଙ୍କର ଅଟୁ” (ଦେଖ:[[rc://*/ta/man/translate/figs-explicit]])
# in a manner worthy of the saints
ଏହି ପ୍ରକାରେ ବିଶ୍ବାସୀମାନେ ଅନ୍ୟ ବିଶ୍ବାସୀମାନଙ୍କୁ ସ୍ବାଗତ କରିବା ଉଚିତ୍
# stand by her
ଫୈବୀକୁ ତାହାର ଆବଶ୍ୟକତା ଅନୁସାରେ ସମସ୍ତ ବିଷୟ ଦେବାପାଇଁ, ପାଉଲ ରୋମର ବିଶ୍ବାସୀମାନଙ୍କୁ ପ୍ରୋତ୍ସାହିତ କରନ୍ତି । ଅନ୍ୟ ଏକ ଅନୁବାଦରେ: “ତାହାର ଯାହା ଆବଶ୍ୟକ, ତାହା ଦେଇ ତାହାକୁ ସାହାଯ୍ୟ କର” (ଦେଖ:[[rc://*/ta/man/translate/figs-euphemism]])
# has become a helper of many, and of myself as well
ସେ ଅନେକଙ୍କୁ ସାହାଯ୍ୟ କରିଅଛି, ଓ ସେ ମୋତେ ମଧ୍ୟ ସାହାଯ୍ୟ କରିଅଛି